ମଧୁ କର
ଦେଖଣା
ମଧୁ କର
ଉଚ୍ଚାରଣ
[ସମ୍ପାଦନା](ମଧୁକରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ(ମଧୁ+କୃଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଭ୍ରମର — ୧. Black bee.
- ୨. [ଭ୍ରମର ଯେପରି ନାନା ପୁଷ୍ପରୁ ମଧୁ ସଂଗ୍ରହ କରେ, ବାଣିଜ୍ୟତରୀ ସେହିପରି ନାନା ଦେଶରୁ ପଣ୍ୟ ସଂଗ୍ରହ କରେ] ବାଣିଜ୍ୟତରୀ — ୨. Merchant vessel.
- ୩. ବଲ୍ଲଭ; ପ୍ରଣୀୟ —୩. Lover.
- ୪. କାମୁକ ବ୍ୟକ୍ତି —୪. A lustful person.
- ୫. ଭୃଙ୍ଗରାଜ ଗଛ —୫. Wadeila Calenduleca. (tree)
- ୬. ନାଗର —୬. A gallant.
ବିଶେଷ୍ୟ -
[ସମ୍ପାଦନା]ଯେ ମଧୁ ସଂଗ୍ରହ କରେ — Gathering honey.