ମଧୁ କୁଲ୍ୟା
ମଧୁପୂର୍ଣ୍ଣ ଛୋଟ ନଦୀ —A small river full of honey.
[ଦ୍ରଷ୍ଟବ୍ୟ —ଏହିପରି ଘୃତ କୁଲ୍ୟା, ଦଧିକୁଲ୍ୟା, ଦୂଗ୍ଧକୁଲ୍ୟା ଇତ୍ୟାଦି ହୁଏ, ପୁରାଣ ଅନୁସାରେ ମଧୁକୁଲ୍ୟା କୁଶୀଦ୍ୱିପର ଏକ ନଦୀ]