ମଧୁ କୋଷ
ଦେଖଣା
ମଧୁ କୋଷ
ଉଚ୍ଚାରଣ
[ସମ୍ପାଦନା]ମଧୁ କ୍ରମ, ମଧୁ ଜାଳକ, ମଧୁ ପଟଳଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମହୁଘରା; ମହୁ ଫେଣା; ମହୁମାଛିମାନଙ୍କ ବସା — Honeycomb; bee-hive.
[ଦ୍ରଷ୍ଟବ୍ୟ —ମହୁମାଛିମାନେ ଏହା ନିର୍ମାଣ କରି ଏଥିରେ ରହନ୍ତି, ଡିମ୍ୱ ରଖନ୍ତି ଓ ମହୁ ସ଼ଞ୍ଚୟ କରନ୍ତି ଏଥିର ଘରାଗୁଡ଼ିକ ଷଟ୍—
କୋଣ ଓ ପରିମାଟୀ ଏ ଘରାଗୁଡ଼ିକ ଅଠାଳିଆ ବସ୍ତୁରେ ନିର୍ମିତ ଓ ଏହାକୁ ଗରମ ଜଳରେ ପକାଇଲେ ଏଥିରୁ ମହଣ ବାହାରେ]