Jump to content

ମଧୁ ପର୍କ

ଉଇକିଅଭିଧାନ‌ରୁ

ମଧୁ ପର୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧୁ+ପୁଚ୍ ଧାତୁ=ଛୁଇଁବା+ଅଓଧିକରଣ ଅ)

[ସମ୍ପାଦନା]

ମଧୁ, ଦଧି, ଘୃତ, ଶର୍କରା, ଜଳ (ମତାନ୍ତରରେ ନାରୀ— କେଳଜଳ), ଏହି ପା଼ଞ୍ଚଦ୍ରବ୍ୟ ମିଶ୍ରିତ ଖାଦ୍ୟ ବା ନୈବେଦ୍ୟ ବିଶେଷ —A cordial or an offering prepared by mixing honey, curds, ghee, sugar and water.

[ଦ୍ରଷ୍ଟବ୍ୟ —ଏହା ବୈଦିକଯୁହରେ ଅତିଥି— ମାନଙ୍କୁ ଅଭ୍ୟର୍ଥନାପରୂପେ ଦିଆଯାଉଥିଲା ଦଧିସର୍ପିଜଳ କ୍ଷୌଦ୍ରଂ ସିତୈତାଭିସ୍ତୁ ପଞ୍ଚଭିଃ ପ୍ରୋଚ୍ୟତେ ମଧୁପର୍କସ୍ତୁ*]