Jump to content

ମଧୁ ପର୍ଣ୍ଣୀ

ଉଇକିଅଭିଧାନ‌ରୁ

ମଧୁ ପର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବୈଦ୍ୟକ)

[ସମ୍ପାଦନା]
୧. ନୀଳା ଗୁଳ୍ମ —୧. Indigo plant.
୨. ଗୁଡ଼ଚୀଳତା — ୨. A medicinal creeper.
୩. ଗମ୍ଭାରୀ — ୩. A timber tree; Gmelina Arbores.
୪. ମଧୁର ଟଭା —୪. A kind of sweet citron.