Jump to content

ମଧୁ ମେହ

ଉଇକିଅଭିଧାନ‌ରୁ

ମଧୁ ମେହ

ଉଚ୍ଚାରଣ

[ସମ୍ପାଦନା]

(ମଧୁମେହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୂତ୍ର ସହିତ ମଧୁ ବା ଶର୍କରାକ୍ଷରଣ ଗୋର — Diabetes Mellitus.

[ଦ୍ରଷ୍ଟବ୍ୟ — ସବୁପ୍ରକାର ମେହର ଏହା ବର୍ଦ୍ଧିତ ଅବସ୍ଥା ଏଥିରେ ଗୋରୀର ପ୍ରସାବ ବହୁ ପରିମିତ ଓ ଘନ ମିଷ୍ଟ ହୁଏ ମେହର ଏ ଅବସ୍ଥା ଆସାଧ୍ୟ ଓ ମାରାତ୍ମକ—(ହିନ୍ଦୀ - ଶ)]