Jump to content

ମଧୁ ଲତା

ଉଇକିଅଭିଧାନ‌ରୁ

ମଧୁ ଲତା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଲାତିଫୁଲର ଲତାବିଶେଷ — Name of a creeper imported from abtroad.

[ଦ୍ରଷ୍ଟବ୍ୟ — ଏହାକୁ ବଡ଼ଲୋକମାନେ ବଗିଚାରେ ଲଗାନ୍ତି; ଏହାଦ୍ୱାରା ବଗିଚାର ସୌନ୍ଦର୍ଯ୍ୟ ବଢ଼େ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଘାସ (ହିନ୍ଦୀ - ଶ) —A kind of grass.