ମଧୁ ଲମ୍ପଟ
ମଧୁ ସ୍ନେହୀ —Fond of honey
ଭ୍ରମର —The black bee.
[ଉ— ମଧୁଲମ୍ପଟ ପ୍ରାୟେ କପଟ ପୀରତି ପଟଳତ ଭଞ୍ଜ ପ୍ରେମସୁଧାନିଧି]