Jump to content

ମଧୂକ

ଉଇକିଅଭିଧାନ‌ରୁ

ମଧୂକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମନ୍ ଧାତୁ+କର୍ତ୍ତୃ. ଉକ, ଋକ)

[ସମ୍ପାଦନା]
୧. ମହୁଲ ଗଛ ଓ ଫୁଲ —୧. Bassia Latifolia (tree and flower).
୨. ଯଷ୍ଟି ମଧୁ; ଯାଠି ମହୁ — ୨. Glycyrhiza Glabra.
୩. ମହୁଲରୁ ପ୍ରସ୍ତୁତ ମଦ —୩. Wine made from Mahula flowers.

(ଉ—ମଧୁକ ମଦିରା ପାନେ ରକ୍ତାକ୍ଷ ସରବେ ରାଧାନାଥ ମହାଯାତ୍ରା)