ମଧ୍ୟଦେଶ
ଦେଖଣା
ମଧ୍ୟଦେଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବସ୍ତୁର ମଧ୍ୟଭାଗ —୧. The central part of a thing.
- ୨. କଟିଦେଶ; ଅଣ୍ଟା —୨. The waist.
- ୩. ଭାରତର ମଧ୍ୟପ୍ରଦେଶ —୩. The Central Provinces of India.
- ୪. ହିମାଳୟ ଓ ବିନ୍ଧ୍ୟାଚଳର ମଧ୍ୟବର୍ତ୍ତୀ ଦେଶ —୪. The country between the Himalayas and the Bindhya range.
[ଦ୍ରଷ୍ଟବ୍ୟ —ଏହାର ପୂର୍ବରେ ପ୍ରୟାଗ ଓ ପଶ୍ଚିମରେ କୁରୁକ୍ଷେତ୍ର ମନୁ ୨୨୧: ]