Jump to content

ମଧ୍ୟନ୍ଦିନ ରେଖା

ଉଇକିଅଭିଧାନ‌ରୁ

ମଧ୍ୟନ୍ଦିନ ରେଖା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ଭୂଗୋଳ ପାରିଭାଷିକ)

[ସମ୍ପାଦନା]

ଦ୍ରାଘିମା ରେଖା; ଯେଉଁ କଳ୍ପିତ ରେଖା ବିଷୁବରେଖାକୁ ଡେଇଁ ଲମ୍ୱଭାବରେ ଉଭୟ ମେରୁକୁ ସ୍ପର୍ଶ କରିଅଛି —Longitudinal line.