Jump to content

ମଧ୍ୟବର୍ତ୍ତୀ

ଉଇକିଅଭିଧାନ‌ରୁ

ମଧ୍ୟବର୍ତ୍ତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ମଧ୍ୟ+ବୃତ୍ ଧାତୁ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ମଧ୍ୟରେ ଅବସ୍ଥିତ —୧. Situated in the middle.
୨. କେନ୍ଦ୍ରସ୍ଥ —୨. Central.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ମଧ୍ୟସ୍ଥ; ସାଲସ —Arbitrator; mediator; umpire.