Jump to content

ମଧ୍ୟମ

ଉଇକିଅଭିଧାନ‌ରୁ

ମଧ୍ୟମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମଝି ମଝିଆ; ମଧ୍ୟ ଭଳିଆ —୧. Middling; of medium kind.
୨. ମଝିଆଁ — ୨. Middlemost.
୩. ଦୁଇଟିର ମଧ୍ୟରେ ସ୍ଥିତ — ୩. Intermediate; situate between two.
୪. ଉତ୍ତମ ନୁହେଁ କି ଅଧମ ନୁହେଁ; ଭଲ ନୁହେଁ କି ମନ୍ଦ ନୁହେଁ —୪. Neither good nor bad.
୫. ମଝିମଝିଆ; ଚଳନସହି —୫. Tolerable; passable.
୬. ଯାହା ଅତି ବଡ଼ ନୁହେଁ ବା ଅତି ସାନ ନୁହେଁ —୬. Neither very big nor very small; of meddle stature or size.

ବିଶେଷ୍ୟ -

[ସମ୍ପାଦନା]
୧. ସଙ୍ଗୀତରେ ସପ୍ତସ୍ୱର ମଧ୍ୟରୁ ଚତୁର୍ଥ ସ୍ୱର 'ମା' — ୧. The fourth tune in the gamut of Hindu musical notes.

[ଦ୍ରଷ୍ଟବ୍ୟ —ଏହା ମୟୂରର ସ୍ୱରରୂପେ କଳ୍ପିତ]

୨. ମୃଗ ବିଶେଷ —୨. A species of deer (of medium size).
୩. କାବ୍ୟ ନାଟକାଦିର ନାୟକ— ବିଶେଷ —୩. A class of heroes or lovers depicted in fiction.

[ଦ୍ରଷ୍ଟବ୍ୟ —ନାୟିକାର କ୍ରୋଧ ଦେଖି ଯେ ଆପଣାର ଅନୁରାଗ ନାୟିକା ନିକଟରେ ପ୍ରକଟିତ କରେ ନାହିଁ ଓ ନାୟିକାର ଚେଷ୍ଟାରୁ ନାୟିକାର ମନୋଭାବ ଠଉରାଇ ପାରେ, ସେ ମଧ୍ୟମନାୟକ ହିନ୍ଦୀ - ଶ]

୪. ମଧ୍ୟଦେଶ (ହିନ୍ଦୀ - ଶ) (ଦେଖ) - —୪. Madhya deṡa (See).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରାଚୀନ ଜଳଯାନ— ବିଶେଷ —୧. A kind of ancient vessel.

[ଦ୍ରଷ୍ଟବ୍ୟ —ଭୋଜି ରାଜାଙ୍କ 'ଯୁକ୍ତି କଳ୍ପତରୁ' ପୁସ୍ତକରେ ଏହାର ବିଶେଷ ବିବରଣ ଦ୍ରଷ୍ଟବ୍ୟ ଜଗବନ୍ଧୁ ପ୍ରାଚୀନ ଉତ୍କଳ]

୨. ମନ୍ଦ କଥା ବା ବିଷୟ —୨. Bad words or matter.

(ଯଥା—ମୁଁ ତାଙ୍କୁ କିଛି ଉତ୍ତମ ମଧ୍ୟମ ଦେଇ ବିଦାୟ କଲି=ମୁଁ ତାଙ୍କୁ ମାଡ଼ ଗାଳି ଦେଇ ବିଦା କଲି)

ଦେଶଜ - ବିଶେଷଣ -

[ସମ୍ପାଦନା]

ମନ୍ଦ —Bad.