Jump to content

ମଧ୍ୟମା

ଉଇକିଅଭିଧାନ‌ରୁ

ମଧ୍ୟମା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମଧ୍ୟମ (ଦେଖ) - —Madhyama (See)

(ଉ—ରଙ୍ଗିଣ ଧବଳ ଦେହ ଦଶଇ ମଧ୍ୟମା ପ୍ରାଚୀ; ବ୍ରହ୍ମନିରୂପଣ ଗୀତା)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଷ୍ଟରକା ସ୍ତ୍ରୀ ଋତୁମତୀ ହୋଇଥିବା ନବଯୁବତୀ —୧. A newly menstruated girl.
୨. ମଝି ଆଙ୍ଗୁଠି — ୨. Middle finger.
୩. ମଧ୍ୟରେ ଫୁଟିଥିବା କଢ଼ି — ୩. A central blossom.