ମଧ୍ୟମ କାବ୍ୟ
ଯେଉଁ କାବ୍ୟରେ ବାଚ୍ୟାର୍ଥ ଅପେକ୍ଷା ବ୍ୟଙ୍ଗ୍ୟାର୍ଥର ଚମତ୍କାରିତା ଅଧିକ ନୁହେଁ ବା ବ୍ୟଙ୍ଗ୍ୟାର୍ଥ ବାଚ୍ୟାର୍ଥର ଚମତ୍କାରିତାକୁ ବଢ଼ାଏ ନାହିଁ — A literary production in which the suggestive or hidden meaning does not excel or surpass the real meaning.