ମଧ୍ୟମ ଲୋକ
(ମଧ୍ୟଲୋକ—ଅନ୍ୟରୂପ)
(ସ୍ୱର୍ଗ ଓ ପାତାଳ ମଧ୍ୟବର୍ତ୍ତୀ ବୋଲି) ପୃଥିବୀ; ଭୂମଣ୍ଡଳ; ମର୍ତ୍ତ୍ୟଲୋକ —The earth.