ମଧ୍ୟମ ସାହସ
ଦେଖଣା
ମଧ୍ୟମ ସାହସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପଞ୍ଚଶତ ପଳ ପରିମାଣ ଅର୍ଥଦଣ୍ଡ (ମନୁ ୮୧୩୮: ) —A fine amounting to ୫୦୦ Paḻas in weight.
[ଦ୍ରଷ୍ଟବ୍ୟ —ଏକ କାର୍ଷ ବା ୮ ରତି ପରିମିତ ତମ୍ୱାକୁ ଏକ ପଣ ବା ତାମ୍ରିକ କାର୍ଷାପଣ ବୋଲାଯାଏ (ମନୁ ୮୧୩୭): ଅଢ଼େଇଶତ ପଣ ଅର୍ଥ— ଦଣ୍ଡକୁ ପ୍ରଥମସାହସ, ପଞ୍ଚଶତ ପଣକୁ ମଧ୍ୟମସାହସ ଓ ସହସ୍ର ପଣକୁ ଉତ୍ତମ ସାହସ ବୋଲାଯାଏ (୮୧୩୮: )]