ମଧ୍ୟସ୍ଥ
ଦେଖଣା
ମଧ୍ୟସ୍ଥ
ଉଚ୍ଚାରଣ
[ସମ୍ପାଦନା](ମଧ୍ୟସ୍ଥା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମଧ୍ୟ+ସ୍ଥା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ମଧ୍ୟବର୍ତ୍ତୀ; ମଧ୍ୟରେ ଅବସ୍ଥିତ —୧. Situated in the middle.
- ୨. ଅନ୍ତରସ୍ଥ —୨. Inner.
- ୩. କେନ୍ଦ୍ରସ୍ଥ —୩. Central.
- ୪. ଯେ କୌଣସି ପକ୍ଷରେ ଲିପ୍ତ ନୁହେଁ; ଉଦାସୀନ —୪. Not concerned with any of the parites; neutral.
- ୫. ଯେ ଆପଣାର ହାନି ନ କରି ଅନ୍ୟର ଉପକାର କରେ (ହିନ୍ଦୀ - ଶ) — ୫. Doing good to others without injuring one's interest.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁଇ ଜଣଙ୍କ ମଧ୍ୟରେ ବିବାହ ମୀମାଂସାକାରୀ ବ୍ୟକ୍ତି; ମାଲିସ୍ —Arbitrator; umpire.