ମଧ୍ୟା
ଦେଖଣା
ମଧ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମଧ୍ୟ+ସ୍ତ୍ରୀ. ଆ)
[ସମ୍ପାଦନା]ମଧ୍ୟର ସ୍ତ୍ରୀଲିଙ୍ଗ — feminine of Madhyā.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାୟିକାବିଶେଷ —୧. A class of heroines.
[ଦ୍ରଷ୍ଟବ୍ୟ —ଯେ ଅତି ପ୍ରଗଳ୍ଭା ବା ଅତି ଧୀର ନୁହେଁ ଏବଂ ଯାହାର ଲଜ୍ଜା ଓ କାମ ସମାନ ଅଟେ ତାକୁ ମଧ୍ୟା ବୋଲାଯାଏ— ହିନ୍ଦୀ - ଶ]
- ୨. ଗ୍ରହର ଗତି ବିଶେଷ —୨. A particular motion of a plant.
- ୩. ମଧ୍ୟମାଙ୍ଗୁଳି — ୩. Middle finger.
- ୪. ତ୍ର୍ୟକ୍ଷର ବୃତ୍ତିବିଶେକ୍ଷ — ୪. A metre of ୩ letters.
[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ୩ଟି ମାତ୍ର ଅକ୍ଷର ଥାଏ—ହିନ୍ଦୀ - ଶ]