ମଧ୍ୟାନୁପ୍ରାସ
ଚିତ୍ର ରଚନା ବିଶେଷ —A kind of alliteration.
[ଦ୍ରଷ୍ଟବ୍ୟ —ଧାଡ଼ିରେ ଦୁଇ ମୁଣ୍ଡ ଛଡ଼ା ଅନ୍ୟତ୍ର ଅନୁପ୍ରାସ ଯୁକ୍ତ ରଚନାକୁ ମଧ୍ୟାନୁପ୍ରାସ ବୋଲାଯାଏ, ଯଥା—ଆହା ନବ ରମଣୀ ମଣି ତୋ ଗୁଣ ଗୁଣି ଗୁଣି ଏ ଜୀବ କି ମୋ ଯିବ ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି]