Jump to content

ମଧ୍ୟାହ୍ନ

ଉଇକିଅଭିଧାନ‌ରୁ

ମଧ୍ୟାହ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମଧ୍ୟ+ଅହନ୍; ଅହ୍ନଃ=ଦିନର+ମଧ୍ୟ=ମଧ୍ୟ ଭାଗ; ୬ଷ୍ଠୀ ତତ୍; ପୂର୍ବ ପଦର ପରନିପାତ)

[ସମ୍ପାଦନା]
୧. ଦ୍ୱିପ୍ରହର —୧. Midday; noon.
୨. (ବୈଦିକ ଗଣନା ମତେ) ଦିନକୁ ୩ ଭାଗ କଲେ ନାହିଁ ମଧ୍ୟରୁ ୨ୟ ଭାଗ; ଦିନ ପ୍ରାୟ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କାଳ; ଦିବସର ଅଷ୍ଟମ ମୃହୂର୍ତ୍ତ —୨. The middle portion of the day divided into ୩ divisions.
୩. କୁତପକାଳ (ସ୍ମୃତି ମତେ) ଦିବସର ପାଞ୍ଚ ଭାଗରୁ ତୃତୀୟ ଭାଗ —୩. The ୩rd division of the day divided into ୫ divisions.

[ଦ୍ରଷ୍ଟବ୍ୟ —ପୂର୍ବାହ୍ନ ଓ ଅପରାହ୍ନ ଶବ୍ଦମାନଙ୍କର 'ର'ର ନିକଟବର୍ତ୍ତିତା ଯୋଗୁଁ ଶତ୍ୱବିଧ ଅନୁସାରେ ଶେଷ ବର୍ଣ୍ଣ 'ହ୍ଣ' ହୁଏ; କିନ୍ତୁ ମଧ୍ୟାହ୍ନ, ସାୟାହ ଶବ୍ଦରେ ଶେଷ ବର୍ଣ୍ଣ 'ହ୍ନ' ରହେ, କାରଣ ଏ ଶବ୍ଦ ଦ୍ୱୟସରେ; 'ର' ଅକ୍ଷରର ସତ୍ତା ନାହିଁ]