Jump to content

ମଧ୍ୟାହ୍ନ ତପନ

ଉଇକିଅଭିଧାନ‌ରୁ

ମଧ୍ୟାହ୍ନ ତପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ମଧ୍ୟାହ୍ନ କାଳୀନ ତପନ)

[ସମ୍ପାଦନା]

ଦ୍ୱିପ୍ରହର କାଳରେ କିରଣ ହେଉଥିବା ସୂର୍ଯ୍ୟ —The mid-day sun; the meriddian sun.