ମଧ୍ୟେ ମଧ୍ୟେ
ମଝିରେ ମଝିରେ; ସମୟ ସମୟରେ — At intervals; at times
[ଉ— ମଧ୍ୟେ ମଧ୍ୟେ ଆସି, ଶ୍ରାଛାମୁରେ ଭେଟି, ହେଉଅଛି ଅନ୍ତର୍ଦ୍ଧାନ ରାଧାନାଥ—ଉର୍ବଶୀ]