Jump to content

ମଧ୍ୟ ପାଣ୍ଡବ

ଉଇକିଅଭିଧାନ‌ରୁ

ମଧ୍ୟ ପାଣ୍ଡବ

ଉଚ୍ଚାରଣ

[ସମ୍ପାଦନା]

(ମଧ୍ୟମପାଣ୍ଡବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦେ)

[ସମ୍ପାଦନା]

ଅର୍ଜୁନର ଏକଅର୍ଥ ମୟୂର ଥିବାରୁ ମୟୂର —Peacock.

(ଉ—କଲେ ତାଣ୍ଡବ ମଧ୍ୟ ପାଣ୍ଡବ ବିଟପୀଶିରେ ମାର୍ଜାର ରବ ଦୀନକୃଷ୍ଣ. ରସକଲ୍ଲୋଳ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅର୍ଜୁନ — Arjuna.