Jump to content

ମଧ୍ୟ ପ୍ରାଚ୍ୟ

ଉଇକିଅଭିଧାନ‌ରୁ

ମଧ୍ୟ ପ୍ରାଚ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ପାରସ୍ୟ, ଆଫଗାନିସ୍ଥାନ ଆଦି ଦେଶ — The middle eastern countries.

[ଦ୍ରଷ୍ଟବ୍ୟ — ପାଶ୍ଚାତ୍ୟମାନେ ଇଉରୋପ ଦୃଷ୍ଟିରେ ଆରବ, ତୁରଷ୍କଆଦିକୁ ନିକଟ ପ୍ରାଚ୍ୟ ଦେଶ, ପାରସ୍ୟ, ଆଫଗାନିସ୍ଥାନ ଆଦିକୁ ମଧ୍ୟ ପ୍ରାଚ୍ୟଦେଶ ଓ ଭାରତ, ବ୍ରହ୍ମ, ଚୀନ, ଜାପାନ ଆଦିକୁ ଅନ୍ୟ ପ୍ରାଚ୍ୟ ଦେଶ କହନ୍ତି]