Jump to content

ମଧ୍ୟ ଭଳି

ଉଇକିଅଭିଧାନ‌ରୁ

ମଧ୍ୟ ଭଳି

ଉଚ୍ଚାରଣ

[ସମ୍ପାଦନା]

(ମଧ୍ୟଭଳିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ମଧ୍ୟମ ପ୍ରକାରର —Middling; medium.

[ଉ—ମୂର୍ଖ ପଣ୍ଡିତଙ୍କର ହେଉଅଛି ସୁଖ, ବୁଝିଲେ ମଧ୍ୟଭଳି ଲୋକପାଏ ଦୁଃଖ କୃଷ୍ଣସିଂହ, ମହାଭାରତ. ଶାନ୍ତି]