Jump to content

ମଧ୍ୟ ମଣି

ଉଇକିଅଭିଧାନ‌ରୁ

ମଧ୍ୟ ମଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମଧ୍ୟରେ ସ୍ଥାପିତ ମଣି; ମ. ପ. ଲୋ; କର୍ମଧା)

[ସମ୍ପାଦନା]

ହାର ଆଦି ଅଳଙ୍କାରର ମଧ୍ୟସ୍ଥଳରେ ସ୍ଥାପିତ ହୀରାକାଦି ରତ୍ନ —A central gem; a gem set in the middle of a necklace or other ornament.