Jump to content

ମଧ୍ୟ ମନ୍ଦିରା

ଉଇକିଅଭିଧାନ‌ରୁ

ମଧ୍ୟ ମନ୍ଦିରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମଧ୍ୟ+ମନ୍ଦିର)

[ସମ୍ପାଦନା]

ଏକ ଜାତୀୟ ପ୍ରାଚୀନ ଅର୍ଣ୍ଣବପୋତ —A kind of ancient sea-going vessel.

[ଦ୍ରଷ୍ଟବ୍ୟ —ଏ ପୋତର ମଧ୍ୟଭାଗରେ ରାଜାଙ୍କ ବସିବା ନିମିତ୍ତ ମନ୍ଦିର ନିର୍ମିତ ଥିବାରୁ ସମ୍ଭବତଃ ଏହି ନାମ ହୋଇଅଛି ଏଥିରେ ରାଜାମାନେ ବିଶେଷତଃ

ବର୍ଷାକାଳରେ ଯାତାୟତ କରୁଥିଲେ ଭୋଜରାଜପ୍ରଣୀତ 'ଯୁକ୍ତିକଳ୍ପିତରୁ' ଦ୍ରଷ୍ଟବ୍ୟ ଜଗବନ୍ଧୁ. ପ୍ରାଚୀନଉତ୍କଳ]