ମଧ୍ୟ ମାନ
ଦେଖଣା
ମଧ୍ୟ ମାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଙ୍ଗୀତର ତାଳବିଶେଷ —Name of a musical cadence.
[ଦ୍ରଷ୍ଟବ୍ୟ —ଏଥିରେ ୮ ହ୍ରସ୍ୱ ଅଥବା ୪ ଦୀର୍ଘମାତ୍ରା ଥାଏ ଓ ୩ ଆଘାତ ଓ ୧ ଖାଲି ଥାଏ ଏଥିରେ ତବଲାର ଉକୁଟ—ଧା ଧିନ୍ ତାକ୍ ଧିନ୍; ଧା ଧିନ୍ ତାକ୍ ଧିନ୍, ଧାତିନ୍ ତାକ୍ ତିନ୍, ତା ଧିନ୍ ତାକ୍ ଧିନ୍ ଧା—ହିନ୍ଦୀ - ଶ.]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ମଧ୍ୟଭଳିଆ —Of mediocre size.
(ଉ—ଦୀର୍ଘ ବା ପ୍ରତି ଯୁଷ୍ଟକ୍ଷୀଣ, ଉଚ୍ଚ ବା ଓଚ୍ଛ ମଧ୍ୟମାନ ଭୂପତି ପ୍ରେମପଞ୍ଚାମୃତି)