Jump to content

ମଧ୍ୟ ଯମକ

ଉଇକିଅଭିଧାନ‌ରୁ

ମଧ୍ୟ ଯମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶବ୍ଦାଳଙ୍କାର ବିଶେଷ —A kind of figure of speech.

[ଦ୍ରଷ୍ଟବ୍ୟ —ବାକ୍ୟ ମଧ୍ୟରେ ଭିନ୍ନାର୍ଥବୋଧକ ଏକ ଶବବ୍ଦର ପୁନଃ ପୁନଃ ବ୍ୟବହାରରେ ଏହି ଅଳଂକାର ହୁଏ ]

(ଉ—ବୁଲେ ରାମ ରାମ ରାମ— ନେତ୍ରୀ ଘେନି ବନେ ଭଞ୍ଜ. ବୈଦେହୀଶବିଳାସ)