Jump to content

ମଧ୍ୟ ସ୍ଥଳ

ଉଇକିଅଭିଧାନ‌ରୁ

ମଧ୍ୟ ସ୍ଥଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [କର୍ମଧା; ମଧ୍ୟ+ସ୍ଥଳ(ଳୀ)]

[ସମ୍ପାଦନା]
୧. ମଝିଭାଗ — ୧. The middle part.
୨. ଦୁଇ ସୀମାର ବା ଦୁଇ ଖଣ୍ଡର ମଝି —୨. Midway.
୩. କେନ୍ଦ୍ର —୩. Centre.
୪. ଅନ୍ତଃସ୍ଥଳ; ଭିତର — ୪. Inside.
୫. ଅଣ୍ଟା —୫. Waist.