ମଧ୍ୱରିଷ୍ଟ
ମଧୁମିଶ୍ରଣରେ ପ୍ରସ୍ତୁତ ଅରିଷ୍ଟବିଶେଷ —A kind of decoction of honey.
[ଦ୍ରଷ୍ଟବ୍ୟ —ଏହା ସଂଗ୍ରହଣୀ ରୋଗରେ ଉପକାରୀ—ହିନ୍ଦୀ - ଶ]