Jump to content

ମଧ୍ୱାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ମଧ୍ୱାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Mādhwāchārj̄ya
  • ଆଇ.ପି.ଏ. — mˈɔ dʰˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ tʃˈɔ ˈakaɾ ɾˈɔ hˈʌlˈʌntɔ dʒˈɔ hˈʌlˈʌntɔ ˈɔj

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଦକ୍ଷିଣ ଭାରତର ମଧ୍ୱାଚାରୀ ବା ମାଧ୍ୱ ବୈଷ୍ଣବ ସମ୍ପ୍ରଦାୟର ପ୍ରତିଷ୍ଠାତା —Name

of a religious teacher of South India.

[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟ ଦ୍ୱାଦଶ ଶତାବ୍ଦିରେ ଜୀବିତ ଥିଲେ ଏହାଙ୍କ ମତରେ ନାରାୟଣଙ୍କଠାରୁ ଦେବତାମାନଙ୍କର ଓ ଜଗତର ଉତ୍ପତ୍ତି ହୋଇଅଛି ଜୀବ ଓ ଈଶ୍ୱରଙ୍କର ପୃଥକ୍ ସତ୍ତା ଏ ସ୍ୱୀକାର କରିଅଛନ୍ତି ଏହାଙ୍କ ପ୍ରତିଷ୍ଠିତ ଦର୍ଶନର ନାମ ପୂର୍ଣ୍ଣପ୍ରଜ୍ଞ ଦର୍ଶନ ଏ ଅନେକ ବୈଷ୍ଣବଗ୍ରନ୍ଥ ଓ ଗୀତାର ଓ ଅନ୍ୟାନ୍ୟ ଅନେକ ଗ୍ରନ୍ଥର ଭାଷାୟ ପ୍ରଣୟନ କରିଥିଲେ ଏହାଙ୍କର ନାମ ପ୍ରଥମେ ବାସୁଦେବାଚାର୍ଯ୍ୟ ଥିଲା କଥିତ ଅଛି ଯେ ଏ ବଦରିକାଶ୍ରମକୁ ଯାଇ ସେଠାରେ ବାସୁଦେବଙ୍କଠାରୁ ୩ଟି ଶାଳଗ୍ରାମ ପାଇଥିଲେ ଓ ଉକ୍ତ ୩ଟି ଶାଳଗ୍ରାମଙ୍କ ପୂଜା ନିମନ୍ତେ ଏ ଭାରତର ୩ ସ୍ଥାନରେ ୩ଟି ମଠ ସ୍ଥାପନ କରିଥିଲେ—ହିନ୍ଦୀ - ଶ]