Jump to content

ମନ

ଉଇକିଅଭିଧାନ‌ରୁ

ମନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନସ୍ ଶବ୍ଦ, ୧ମା. ୧ବ, ମନଃ)

[ସମ୍ପାଦନା]
୧. ଚିତ୍ତ; ଅନ୍ତଃକରଣ; ମନୁଷ୍ୟର ଅନ୍ତରିନ୍ଦ୍ରିୟ —୧. Mind; mental sence.
୨. ଚିତ୍ତବୃତ୍ତି —୨. Mental faculty; the mental organ of feeling and perception.

[ଦ୍ରଷ୍ଟବ୍ୟ —ଏହା ବେଦାନ୍ତ ମତରେ ସଂକଳ୍ପ ବିକଳ୍ପାନ୍ତକ ଚିତ୍ତବୃତ୍ତି ଓ ନ୍ୟାୟ ଦର୍ଶନ ମତରେ ସର୍ବୋନ୍ଦ୍ରିୟର ପ୍ରବର୍ତ୍ତକ ଅନ୍ତରିନ୍ଦ୍ରିୟ ଅଟେ]

୩. ମନୁଷ୍ୟର ମନୋଗତ ଭାବ —୩. Mental idea of a person; mentality.
୪. ଅଭିଳାଷ; ଇଚ୍ଛା — ୪. Wish; desire.

[ଉ—ମକରନ୍ଦ ପାନ ଉତ୍ସବରେ ମନ ନ କରଇ ନିକି ଭୃଙ୍ଗ କବିସୂର୍ଯ୍ୟ. ସଙ୍ଗୀତ]

୫. ପ୍ରବୃତ୍ତି —୫. Inclination.
୬. ମିଞ୍ଜାସ୍; ମତି — ୬. Temper.
୭. ମାନସିକ ପ୍ରକୃତି —୭. Temperament.



ମନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୁଖ, ମୁଣ୍ଡ)

[ସମ୍ପାଦନା]
୧. ଛୁଞ୍ଚି ଆଦି ସରୁଆ ଅସ୍ତ୍ରର ସୂକ୍ଷ୍ମ ଅଗ୍ରଭାଗ —୧. The sharp point of a needle etc.

(ଉ—ମଦନ କାଣ୍ଡ଼ମୂନେ ହେବଟି ପ୍ରାଣନାଶ ରେ—କବିସୂର୍ଯ୍ୟ, କିଶୋରୀ ଚମ୍ପୂ ମ ଗୀତ)

୨. ଲମ୍ୱବସ୍ତୁର ସୂକ୍ଷ୍ମ ଅଗ୍ରଭାଗ —୨. The sharp or tapering point of a long thing.
୩. ପଥର ହାଣିବାର ସରୁ ନିହାଣ —୩. A pointed chisel to cut a stone.
୪. କୁଶାଗ୍ରୀହୀ ବୁଦ୍ଧି, ତୀକ୍ଷ୍ଣ ବୁଦ୍ଧି —୪. Sharp intellect.

(ଉ—ମନ, ମୁନ ଚଇତନ ଲଗାଇ, କାମ କଲେ ଯାଇ ସୁଫଳ ପାଇ ଢଗ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ତୀକ୍ଷ୍ଣାଗ୍ର; ମୁନିଆ sharp-pointed.

(ଉ—ବାକି ଦନ୍ତମାନେ ଯେ ଦଶୋଟି ଯୋଜନ, ଦୀର୍ଘ ହୋଇ ହୋଇଅଛନ୍ତି ଅତି ମୁନ କୃଷ୍ଣସିଂହ. ମହାଭାରତ. ବନ)