ମନଃ ପୂତ
ଦେଖଣା
ମନଃ ପୂତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(୩ୟା ତତ୍)
[ସମ୍ପାଦନା]- ୧. ମନୋନୀତ — ୧. Approved by one's own mind.
- ୨. ଚିତ୍ତତୃପ୍ତିକର —୨. Pleasing to one's own mind; giving satisfaction.
- ୩. ବିବେକ— ବିହିତ —୩. Conscientious.
- ୪. ନିର୍ମଳାନ୍ତଃକରଣ— ଯୁକ୍ତ —୪. Pure in mind.
ଦେଶଜ - ବି—(ସଂସ୍କୃତ - ମନଃ ପୂତି)
[ସମ୍ପାଦନା]- ୧. ଚିତ୍ତ ଶୁଦ୍ଧି —୧. Purity of mind.
- ୨. ଚିତ୍ତର ପ୍ରସନ୍ନତା —୨. Cheerfulness of mind.