Jump to content

ମନକଥା

ଉଇକିଅଭିଧାନ‌ରୁ

ମନକଥା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହୃଦୟଗତ ଭାବ —One's internal thoughts; the wish of one's heart.

[ଉ—ଧନକୁ ଦେଖିଲେ ଥରେ ମନ କଥା କହିବିରେ— ସଙ୍ଗୀତ]