ମନକୁ ଆଣିବା
କୌଣସି ବିଷୟକୁ ମନ ମଧ୍ୟରେ ଭାବିବା; ବିଚାର କରିବା —To think over a matter; to consider.
(ଉ— ମୋ ବିନାରେ ସେ ନବୀନା ଦରଶନୁ କେ ଦେବହେ ବୋଲି ଦେବ ଆଣମନକୁ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ)