Jump to content

ମନକୁ ଆସିବା

ଉଇକିଅଭିଧାନ‌ରୁ

ମନକୁ ଆସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପସନ୍ଦସହି ହେବା; ମନୋମତ ହେବା — ୧. To meet with one;s choice or approval

(ଉ—କହୁଥାଅ ହେ ଯେଉଁ କଥାଟି ତାହାକୁ, ଆସୁ ଥାଏଟିକି ତା ତାହାର ମନକୁ? କୃଷ୍ଣସିଂହ. ମହାଭାରତ. ସଭା)

୨. ଉଚିତ ବା ଯୁକ୍ତିଯୁକ୍ତ ବୋଲି ପ୍ରତୀତ ହେବା —୨. To seem reasonable lor proper.