ମନକୁ ଚାହିଁ
ଦେଖଣା
ମନକୁ ଚାହିଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନକୁ ଚାହିଁ
|
ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ -
[ସମ୍ପାଦନା]ମନୋମତ; ମନର ବାଞ୍ଛା ଅନୁସାରେ —As one would desire; suiting one's wishes; as one would like to have it.
(ଉ— ତା ମନକୁ ଚାହିଁ କହନ୍ତି ହସି ହସି କୃଷ୍ଣସିଂହ. ମହାଭାରତ. ବିରାଟ)