ମନକୁ ପାଇବା
ଦେଖଣା
ମନକୁ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନକୁ ପାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମନର ଅନୁମତି ହେବା; ପସନ୍ଦସହି ହେବା —୧. To meet with one's approval.
- ୨. ବିଶ୍ୱାସ କରାଯିବା — ୨. To be believed.
(ଉ—ଏ କଥାଟା ସତ, ହେଲେ ପାଉ ନାହିଁ—ଢଗ)
- ୩. ବିବେଚିତ ହେବା —୩. To be considered or thought of.