Jump to content

ମନଜ

ଉଇକିଅଭିଧାନ‌ରୁ

ମନଜ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମନୋଜ)

[ସମ୍ପାଦନା]

ମନୋଜ; କନ୍ଦର୍ପ —Cupid.

[ଉ—ମନ ମନଜ ଦହିଲ କହନ୍ତି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି]