Jump to content

ମନଜଗା

ଉଇକିଅଭିଧାନ‌ରୁ

ମନଜଗା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ମନରଖା(କ୍ଷା)—ଅନ୍ୟରୀପ]

ଅନୁବାଦ

[ସମ୍ପାଦନା]

ମନ ଜଗିଆ, ମନରଖା, ମନରଖିଆଅନ୍ୟରୂପ

[ମନ ଜଗେଈ, ମନ ରଖେଈ—ସ୍ତ୍ରୀ] 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନ୍ୟର ମନର ଭାବ ବା ଇଚ୍ଛାର ଅନୁରୂପ କାର୍ଯ୍ୟ କରିବା —Acting with a view to please another.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ କିମ୍ୱା ଯାହା ଅନ୍ୟ ବ୍ୟକ୍ତିର ମନୋବାଞ୍ଚା ପୂରଣ କରେ — ୧. Fulfilling another's desire.
୨. ଖୋସା— ମଦିଆ —୨. Flattering.
୩. ମନସ୍ତୁଷ୍ଟିକାରକ — ୩. Satisfying; pleasing; gratifying.