Jump to content

ମନନ

ଉଇକିଅଭିଧାନ‌ରୁ

ମନନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମନ ଧାତୁ=ବୋଧ କରିବା; ଜାଣିବା; ମନ କରିବା +ଭାବ. ଅନ)

[ସମ୍ପାଦନା]
୧. ବୁଦ୍ଧି —୧. Intelligence.
୨. ପ୍ରଗାଢ଼ ଚିନ୍ତନ —୨. Reflection; contemplation; deliberation.
୩. କୌଣସି ବିଷୟରେ ଅନବରତ ଅନୁଚିନ୍ତନ —୩. Harping upon a subject.
୪. ଅନୁମାନ —୪. Inference.
୫. ଚିନ୍ତନ —୫. Act of thinking.
୬. ଧାରଣା; ଚିନ୍ତା —୬. Thought; mental impression.

[ଉ— ବଚନ ମନନ ଯାର ସତ୍ୟ ପୂତ ପୁଣି ସୁସଂଯତ ମଧୁସୂଦନ ସାହିତ୍ୟ ତରଙ୍ଗ]

୭. ବୁଝିବା; ହୃଦୟଙ୍ଗମ କରିବା — ୭. Understanding.
୮. ସଂକଳ୍ପ —୮. Resolve; determination.
୯. ଅଭିଳାଷ; ଇଚ୍ଛା —୯. Wish; desire.
୧. ନବଧା ଭକ୍ତିର ଦ୍ୱିତୀୟ ସୋପନ; କୌଣସି ବିଷୟ ଶୁଣିବା ପରେ ମନରେ ତହିଁରେ ଚିତ୍ର ବା ଛାପା ଅଙ୍କିତ ହେବାର ସୋପନ; ଶୁଣା ହେବା ବିଷୟକୁ ବାରମ୍ୱାର ବିଚାର କରି ମନରେ ତହିଁର ଦୃଢ଼ ଚିତ୍ର ଅଙ୍କିତ କରିବା ରୂପ ମାନସିକ ପ୍ରକ୍ରିୟା —୧୦. The ୨nd step in the processes of devotion in which an impression in left of the matter heard; mental rumination or musing.