ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ମନସ୍+ମଥିନୀ)
[ସମ୍ପାଦନା]
- ୧. ମନରେ କ୍ଲେଶଦାୟିନୀ; ମନରେ ପୀଡ଼ାଦାତ୍ରୀ — ୧. Causing distress or mental uneasiness.
- ୨. ଚିତ୍ତଚାଞ୍ଚଲ୍ୟଦାୟିନୀ —୨. Causing restless of mind.
(ଉ—ମନମଥ ନାମ ଯାଚ ମନମଥନୀ ତୁ ଅଟୁ ତାହାର କବିସୂର୍ଯ୍ୟ. ଢୁମ୍ପା ଗୀତ)