ମନମନ କରିବା
ମନ ବଳାଇବା; ଇଚ୍ଛା କରିବା — To wish; to feel inclined towards; to be bent on a thing.
(ଉ— ନୀଳକଣ୍ଠ ଘନ ଘନ ନାଦେ କଲା ଛନ୍ନ ଛନ୍ନ ପୁଣି ରତେ କଲି ମନ ମନ ଭଞ୍ଜ. ପ୍ରେମସୁଧାନିଧି)