Jump to content

ମନମୁଖି

ଉଇକିଅଭିଧାନ‌ରୁ

ମନମୁଖି

ଉଚ୍ଚାରଣ

[ସମ୍ପାଦନା]

(ମନମୁଖିଆ—ଅନ୍ୟରୂପ)

ମନମୁଖୀ, ମନମୁଖେଈଅନ୍ୟରୂପ

  • (file)

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ମନୁଆ; ଆପଣାର ମନର ମରଜି ଅନୁସାରେ ଚଳିବା (ବ୍ୟକ୍ତି); ସ୍ୱେଚ୍ଛାଚାରୀ — ୧. Self-willed; wayward; arbitrary.
୨. ଆପଣାର ମନ ଅନୁସାରେ କରାଯିବା (କାର୍ଯ୍ୟ) —୨. (act) Done according to one's free will.

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଯଥେଚ୍ଛା; ଆପଣାର ଇଚ୍ଛାନୁସାରେ — According to one's free will; arbitrarily.

[ଯଥା—ଅମୁକ ଲୋକ ଗୁରୁଜନଙ୍କ କଥା ନ ମାନି ମନମୁଖି ଚଳୁଛି]