Jump to content

ମନରେ ଧୋକା ଦେବା

ଉଇକିଅଭିଧାନ‌ରୁ

ମନରେ ଧୋକା ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମନସ୍+ଧୂକ୍ଷ୍ ଧାତୁ)

[ସମ୍ପାଦନା]
୧. ମନରେ ଭୟ ବା ଆଶଙ୍କା ଜାତ କରାଇବା —୧. To cause fear or apprehension.
୨. ମନରେ ଚିନ୍ତା ଜନ୍ମାଇବା —୨. To cause anxiety.
୩. ମନରେ ସନ୍ଦେହ ଜନ୍ମାଇବା —୩. To cause doubt or suspicious.