Jump to content

ମନରେ ଭାବିତ ହେବା

ଉଇକିଅଭିଧାନ‌ରୁ

ମନରେ ଭାବିତ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମନରେ ଭାବିବା, ମନରେ ଭାଳିବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ମନସ୍+ଭାବିତ)

[ସମ୍ପାଦନା]
୧. ଚିନ୍ତା କରିବା —୧. To think.
୨. ଚିନ୍ତିତ ହେବା; ଉବ୍ଦିଗ୍ନ ହେବା —୨. To be anxious for.
୩. ଦୁଖିତ ହେବା —୩. To be sorry; to grieve.