ମନରେ ମନରେ
ଦେଖଣା
ମନରେ ମନରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମନରେ ମନରେ
|
[ମନେ ମନେ—ଅନ୍ୟରୂପ]
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]କଳ୍ପନାରେ ପ୍ରକୃତରେ ନୁହେଁ — ୧. In one's imagination.
ଯଥା— ମନେ ମନେ ମିଠେଇ ଖାଇବା
- ୨. ଆପଣାର ମନକୁ; ଅପ୍ରକାଶ୍ୟରେ; ଗୋପନରେ — ୨. To one's self; internally.
- ୩. ଆପଣାର କଳନା ଅନୁସାରେ —୩. In one's own estimation.