ମନର ଗତି
ଦେଖଣା
ମନର ଗତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନର ଗତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନୋଗତି)
[ସମ୍ପାଦନା]- ୧. ମାନସିକ ଅବସ୍ଥା; ମନର ଅଭାବ —୧. Mental state.
- ୨. କଳ୍ପନା —୨. Imagination.
- ୩. ମନର ଚିନ୍ତା —
୩. Internal thoughts.
ଅନୁବାଦ
[ସମ୍ପାଦନା]ମନର ଗତି
|
ମନର ଦଉଡ଼, ମନର ଦୌଡ଼ଅନ୍ୟରୂପ
- ୪. କଳ୍ପନାର ଗତି — ୪. Flights of imagination.
- ୫. ମନର ରୁଚି —୫. Tastes and likings.
- ୬. ମନର ପ୍ରକୃତିଗତ ବା ଅଭ୍ୟାସଗତ ଧାରଣା —୬. Mentality; bent of mind.